AI-based training in 740 residential schools across India to help tribal kids
AI-based training in 740 residential schools across India to help…
Sep 02, 2023 Created by: News Explorer
ଏହି ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଆଇଡିକୁ ପଠାଯାଇଥିବା OTP ପ୍ରବେଶ କରନ୍ତୁ
ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଆଇଡି ପ୍ରବେଶ କରନ୍ତୁ
ଏହି ମୋବାଇଲ୍ ନମ୍ବର କିମ୍ବା ଇମେଲ୍ ଆଇଡିକୁ ପଠାଯାଇଥିବା OTP ପ୍ରବେଶ କରନ୍ତୁ
School app isn’t accessible from mobile phones. Please use a tablet or computer to access your profile.
AI-based training in 740 residential schools across India to help…
Sep 02, 2023 Created by: News Explorer
The India Narrative provides latest news posts and updates from…
Sep 02, 2023 Created by: India Narrative
Kannada Prabha is a morning daily jointly owned by Jupiter…
Sep 02, 2023 Created by: Kannada Prabha
Edu Avdvice covers news to info & queries for students,…
Sep 01, 2023 Created by: Edu Advice
Financial Express is one of the most popular English-language business…
Sep 01, 2023 Created by: Financial Express
Tech Observer is a premium monthly technology news magazine published…
Sep 01, 2023 Created by: Tech observer
vDigital Terminal online medium is one of the leading online…
Sep 01, 2023 Created by: Digital Terminal
CXOtoday is a premier resource on the world of IT,…
Aug 31, 2023 Created by: CXO Today
FASHION VALUE CHAIN (FVC) is the integrated Media and Sourcing…
Aug 31, 2023 Created by: Fashion Value Chain
Content Media Solutions is one of the network portals of…
Aug 31, 2023 Created by: Business News This Week
ସର୍ବାଧିକ ଭାବେ କଷ୍ଟମାଇଜ୍ ହୋଇଥିବା ଲେସନ୍ ପ୍ରସ୍ତୁତ କରିବା ପାଇଁ ସର୍ବବୃହତ୍ ଏକାଡେମିକ୍ କଣ୍ଟେଣ୍ଟ୍ ବ୍ୟାଙ୍କ୍ର ଲାଭ ଉଠାନ୍ତୁ।
ସର୍ବାଧିକ ଭାବେ କଷ୍ଟମାଇଜ୍ ହୋଇଥିବା ଲେସନ୍ କ୍ରିଏଟର୍ ଓ ବୃହତ କଣ୍ଟେଣ୍ଟ୍ ଲାଇବ୍ରେରୀ ସହିତ ସମସ୍ତ ଲେସନ୍କୁ ନିଜର ଇଚ୍ଛାନୁସାରେ ପ୍ରସ୍ତୁତ କରନ୍ତୁ।
ଟପିକ୍ ସ୍ତରରେ ମ୍ୟାପ୍ କରାଯାଇଥିବା ଆମର ଉଚ୍ଚ ଗୁଣବତ୍ତା ବିଶିଷ୍ଟ ପ୍ରିସେଟ୍ ଲେସନ୍ ସହିତ ସମସ୍ତ କ୍ଲାସ୍ ପାଇଁ ଭଲ ଭାବରେ ପ୍ରସ୍ତୁତ ରୁହନ୍ତୁ।
ଅସଂଖ୍ୟ 3D ମଡେଲ୍, ଭିଡିଓ, ପୁସ୍ତକ ପ୍ରଶ୍ନ ଓ ଇଣ୍ଟରାକ୍ଟିଭ୍ ପୋଲ୍ ସହାୟତାରେ ଉଚ୍ଚମାନର ଲେସନ୍ ପ୍ରସ୍ତୁତ କରନ୍ତୁ।
ବିଦ୍ୟାର୍ଥୀଙ୍କ ସଠିକ୍ ତଥ୍ୟ ଆଧାରିତ ପର୍ସନାଲାଇଜଡ୍ ଓ ସରଳ ପଦ୍ଧତିରେ ଶିକ୍ଷଣ।
ଇଣ୍ଟରାକ୍ଟିଭ୍ କ୍ଲାସ୍ରୁମ୍ ଏକ୍ସପେରିଏନ୍ସ ଜରିଆରେ ଆପଣଙ୍କ ଅନଲାଇନ୍ କ୍ଲାସ୍ରୁମ୍କୁ ଉନ୍ନତ କରନ୍ତୁ।
ରିୟଲ୍ ଟାଇମ୍ ଡାଇନାମିକ୍ ଓ ଇଣ୍ଟରାକ୍ଟିଭ୍ ଟିଚିଂ ଏକ୍ସପେରିଏନ୍ସ ଆପଣଙ୍କୁ ବିଦ୍ୟାର୍ଥୀଙ୍କ ଆବଶ୍ୟକତା ଜାଣିବା ଏବଂ ସେମାନଙ୍କୁ ନିୟୋଜିତ କରିବାରେ ସାହାଯ୍ୟ କରେ।
ରିୟଲ୍ ଟାଇମ୍ ଅନ୍ତର୍ଦୃଷ୍ଟି ଓ ବିଷୟ ବିଶେଷଜ୍ଞଙ୍କ ଦ୍ୱାରା ବର୍ଣ୍ଣିତ ଉପଯୋଗୀ ଲର୍ଣ୍ଣିଂ କଣ୍ଟେଣ୍ଟ୍ ଜରିଆରେ ପ୍ରସ୍ତୁତିକୁ ବିକଶିତ କରନ୍ତୁ।
ବିିଦ୍ୟାର୍ଥୀଙ୍କ ପ୍ରଦର୍ଶନର ସଠିକ ମୂଲ୍ୟାୟନ କରିପାରୁଥିବା ହୋମ୍ୱାର୍କ ଓ ଟେଷ୍ଟ ଆସାଇନ୍ କରନ୍ତୁ।
ଆପଣଙ୍କ ଇଛାନୁସାରେ ନିଜସ୍ୱ ହୋମ୍ୱାର୍କ ଓ ଟେଷ୍ଟ ସୃଷ୍ଟି କରନ୍ତୁ। ପାଠ୍ୟକ୍ରମ ସହ ମ୍ୟାପ୍ ହୋଇଥିବା 3600+ ଭିଡିଓ ଏବଂ 37000+ ପ୍ରଶ୍ନାବଳୀ ମଧ୍ୟରୁ ବାଛନ୍ତୁ।
ଗୋଟିଏ ମାତ୍ର କ୍ଲିକ୍ରେ AI ଇଞ୍ଜିନ୍କୁ ଆସାଇନମେଣ୍ଟ୍ ସୃଷ୍ଟି କରିବାକୁ ଦିଅନ୍ତୁ। ବିଦ୍ୟାର୍ଥୀମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ହୋଇଥିବା ଆସାଇନମେଣ୍ଟ୍ ଜେନେରେଟ୍ କରନ୍ତୁ।
ଗୋଟିଏ କ୍ଲିକ୍ରେ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ମେଧା ସ୍ତର ଅନୁଯାୟୀ ପର୍ସନାଲାଇଜ୍ ହୋଇଥିବା ଲର୍ଣ୍ଣିଂ ରେକମେଣ୍ଡେସନ୍ ପଠାନ୍ତୁ।
ବିଦ୍ୟାର୍ଥୀମାନଙ୍କ ପ୍ରଦର୍ଶନ ଉନ୍ନତ କରିବାକୁ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ନେବା ଦିଗରେ ବିସ୍ତୃତ ଟ୍ରାକିଂ ମେକାନିଜିମ୍ ସହାୟତା କରିଥାଏ।
ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ବିସ୍ତୃତ ବୋଧ ସ୍ତର ଓ ଲର୍ଣ୍ଣିଂ ଆଚରଣକୁ ହୃଦୟଙ୍ଗମ କରି ଅର୍ଥପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ।
ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ସାମର୍ଥ୍ୟ ଓ ଦୁର୍ବଳତାକୁ ହୃଦୟଙ୍ଗମ କରି ସେମାନଙ୍କର ଶିକ୍ଷାଗ୍ରହଣ କରିବାର ପ୍ରୟାସ ଆଧାରରେ ଅଧିକ ଫାଇଦା ପାଇବା ଲାଗି ସହାୟତା କରନ୍ତୁ।
ପ୍ରତିଟି ଶିକ୍ଷଣ ଅଭାବର ବିସ୍ତୃତ ବିଶ୍ଳେଷଣ ପାଆନ୍ତୁ ଏବଂ ପର୍ସନାଲାଇଜଡ୍ ଲର୍ଣ୍ଣିଂ ଇଣ୍ଟରଭେନସନ୍ ଦ୍ୱାରା ଏଗୁଡ଼ିକୁ ସମାଧାନ କରିବାରେ ବିଦ୍ୟାର୍ଥୀମାନଙ୍କୁ ସହାୟତା କରନ୍ତୁ।
ଦିଲ୍ଲୀ ପବ୍ଲିକ୍
ଇଣ୍ଟରନାସନାଲ୍ ସ୍କୁଲ୍
ଡୁନ୍ ହେରିଟେଜ୍
ଇଣ୍ଟରନାସନାଲ୍ ସ୍କୁଲ୍
ଡୁନ୍ ପବ୍ଲିକ୍ ସ୍କୁଲ୍
ଜୀବନ ପବ୍ଲିକ୍ ସ୍କୁଲ୍
ଜୀବନ ପବ୍ଲିକ୍ ସ୍କୁଲ୍
କମଳା ନେହେରୁ ପବ୍ଲିକ୍
ସ୍କୁଲ୍, ଫଗଓ୍ୱାଡ଼ା
ନେସନାଲ୍ ଇଂଲିଶ୍
ସ୍କୁଲ୍
ନେହେରୁ ପବ୍ଲିକ୍
ସ୍କୁଲ୍
ନିତ୍ୟାନନ୍ଦ ଭବନ
ଇଂଲିଶ୍ ମିଡିୟମ୍ ସ୍କୁଲ୍
ସ୍କଲାର୍ ଆବୋଡ୍ ସ୍କୁଲ୍
ANSAR,
ଜୁନିୟର୍ କଲେଜ୍
SRM ବିଦ୍ୟା
ମନ୍ଦିର
ସୃଷ୍ଟି ଓ୍ୱାର୍ଲ୍ଡ ସ୍କୁଲ୍
ସେମଫୋର୍ଡ ସ୍କୁଲ୍
ସିଗାଲି ହିଲ୍
ଇଣ୍ଟରନାସନାଲ୍ ଏକାଡେମୀ
VIIT JEE ଏକାଡେମୀ
ବିଦ୍ୟାରଶ୍ମୀ ବିଦ୍ୟାଳୟ
ବିଦ୍ୟାପ୍ରକାଶ ପବ୍ଲିକ୍
ସ୍କୁଲ
ଦି ଆବ’ସ୍ ରୋଲାଣ୍ଡ
ସ୍କୁଲ୍
ସେଣ୍ଟ୍ ମେରୀ
ସ୍କୁଲ୍
ଶ୍ରୀ B.S.C. ଜୈନ
ବିଦ୍ୟାଳୟ
Kpat ଶିବକାଶୀ
ଜେସି ମାଟ୍ରିକୁଲେସନ୍
ଶିକ୍ଷକମାନେ ହେଉଛନ୍ତି ଆମର ପ୍ରମୁଖ ଆଧାରଶୀଳା। ଭାରତର ବିଭିନ୍ନ ଅଞ୍ଚଳର ଶିକ୍ଷକମାନେ ଆମ ସହିତ ସେମାନଙ୍କର ଅଭିଜ୍ଞତା ବିଷୟରେ କ'ଣ କହୁଛନ୍ତି, ତାହା ଦେଖନ୍ତୁ।
"Embibe ଆମ ପାଇଁ ଏକ ପ୍ରମୁଖ ସର୍ଚ୍ଚିଂ ଟୁଲ୍ ହୋଇପାରିଛି | ପୂର୍ବରୁ ପ୍ରଶ୍ନପତ୍ର ଆସାଇନ୍ କରିବା ଆମ ପାଇଁ କଷ୍ଟସାଧ୍ୟ ଥିଲା କାରଣ ଆମ ପାଖରେ ବିଭିନ୍ନ ଧରଣର ବିଦ୍ୟାର୍ଥୀ ଥିଲେ ଯେପରି ସ୍ଲୋ-ଲର୍ଣ୍ଣର, ଟପ୍ପର ଇତ୍ୟାଦି । ଏହା ଆମ ପାଇଁ ବହୁତ ସମୟ ସାପେକ୍ଷ ଥିଲା । କିନ୍ତୁ Embibe କଠିନତା ସ୍ତର ବିଶିଷ୍ଟ ବିଭିନ୍ନ ଟେଷ୍ଟ ଆସାଇନ୍ କରିବାରେ ସାହାଯ୍ୟ କଲା ଏବଂ ସମୟ ଅବଧି ମଧ୍ୟ ସ୍ଥିର କଲା । ଯାହା ଆମ ପରି ଶିକ୍ଷକମାନଙ୍କ ପାଇଁ ପ୍ରକୃତରେ ବେଶ୍ ଆବଶ୍ୟକ ଥିଲା | Embibe ଆମକୁ ବହୁତ ସାହାଯ୍ୟ କରିଛି ।"
"ମୋ ବିଦ୍ୟାର୍ଥୀମାନେ ବିଷୟ ଉପରେ ଥିବା ସେମାନଙ୍କ ସନ୍ଦେହକୁ ସ୍ପଷ୍ଟ କରିବାକୁ କୁଣ୍ଠାବୋଧ କରୁଥିଲେ । କିନ୍ତୁ ଯେତେବେଳେ ମୁଁ ସେମାନଙ୍କୁ Embibe ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଲି ସେଥିରେ ଭଲ ଗୁଣବତ୍ତା ବିଶିଷ୍ଟ ଭିଡିଓ ଥିବାରୁ ଏହା ସେମାନଙ୍କ ପାଇଁ ସହଜ ହେଲା । ଲର୍ଣ୍ଣ, ପ୍ରାକ୍ଟିସ୍ ଓ ଟେଷ୍ଟ ମଡ୍ୟୁଲ୍ ମଧ୍ୟ ଆମ ବିଦ୍ୟାର୍ଥୀମାନଙ୍କୁ ବହୁତ ସାହାଯ୍ୟ କଲା । ଲର୍ଣ୍ଣ ବିଭାଗ ବିଶେଷ ଭାବରେ ଅତ୍ୟନ୍ତ ଆକର୍ଷଣୀୟ ଓ ବେଶ୍ ସହାୟକ, କାରଣ ବିଦ୍ୟାର୍ଥୀମାନେ ତୁରନ୍ତ ସେମାନଙ୍କର ସନ୍ଦେହକୁ ଦୂର କରିପାରନ୍ତି ।"
"ନୂତନ ବିଦ୍ୟାର୍ଥୀମାନଙ୍କୁ ସିଲାବସ୍ ଅନୁଯାୟୀ ଶିକ୍ଷା ପ୍ରଦାନ କରିବା ଆମ ପାଇଁ ବହୁତ କଷ୍ଟକର ଥିଲା, କାରଣ ଆମକୁ ପ୍ରଥମେ ତାହା ବୁଝିବାକୁ ପଡୁଥିଲା। ଆମର ଅଧିକାଂଶ ସମୟ ସିଲାବସ୍ ଶେଷ କରିବାରେ ହିଁ ଯାଉଥିଲା। Embibe ଆପ୍ ଆମର ସମସ୍ତ ବିଦ୍ୟାର୍ଥୀମାନଙ୍କ ପାଇଁ ବିଷୟ ବୁଝିବା ସହଜ କରିଦେଇଛି। ବର୍ତ୍ତମାନ ଆମେ ଗୋଟିଏ ଦିନ ପୂର୍ବରୁ ବିଷୟଗୁଡ଼ିକର ହୋମ୍ୱାର୍କ ଆସାଇନ୍ କରୁଛୁ ଏବଂ ବିଦ୍ୟାର୍ଥୀମାନେ ସେହି ବିଷୟଗୁଡ଼ିକ Embibe ଆପ୍ ମାଧ୍ୟମରେ ପଢ଼ିକରି ଆସୁଛନ୍ତି। ଏହା ଦ୍ୱାରା ଆମ ପାଇଁ ଶ୍ରେଣୀରେ ଶିକ୍ଷାଦାନ କରିବା ସହଜ ହେଉଛି।"
"ବ୍ୟକ୍ତିଗତମୂଳକ ଶିକ୍ଷାରେ ଟେକ୍ନୋଲୋଜି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଆମ ବିଦ୍ୟାର୍ଥୀମାନେ Embibe ଦ୍ୱାରା ପ୍ରଦତ୍ତ ବିସ୍ତୃତ ବିଶ୍ଳେଷଣକୁ ପସନ୍ଦ କରୁଛନ୍ତି । ସେମାନେ ପ୍ରଶ୍ନ, ଦୁର୍ବଳ ପାଠ୍ୟବସ୍ତୁ, ଭଲ କରୁଥିବା ପାଠ୍ୟବସ୍ତୁ ଏବଂ ଅନ୍ୟ କ୍ଷେତ୍ରରେ ବିତାଇଥିବା ସମୟ ଜାଣିବାରେ ସକ୍ଷମ ହେଉଛନ୍ତି । ଦୁର୍ବଳତା ଚିହ୍ନଟ କରିବା ଏବଂ ସେଗୁଡ଼ିକ ଉପରେ କାର୍ଯ୍ୟ କରିବା ପାଇଁ Embibe ପ୍ଲାଟଫର୍ମ ସୁଯୋଗ ଦେଇଥାଏ । ଆମେ Embibeର ଅନ୍ୟାନ୍ୟ ଆଗାମୀ ଯୋଜନା ଜାଣି ଖୁସି ହେବୁ, ଯାହା ଦ୍ୱାରା ଆମେ ସେମାନଙ୍କ ସହିତ ବହୁତ ଭଲ ଭାବରେ ସାମିଲ ହୋଇପାରିବୁ ।"
"Embibe ହେଉଛି ଅଦ୍ୱିତୀୟ ଓ ୟୁଜର୍-ଅନୁକୂଳ । ଏହାର କୌଣସି ବିକଳ୍ପ ହଁ ନାହିଁ । ବିଦ୍ୟାର୍ଥୀମାନଙ୍କ ବିଷୟରେ ଗୋଟିଏ ଦିନରେ ଫିଡବ୍ୟାକ୍ ପାଇବା ବ୍ୟବସ୍ଥା ବହୁତ ବଢ଼ିଆ । ଆସାଇନ୍ ଓ ଟ୍ରାକ୍ ଏବଂ ଅନ୍ୟାନ୍ୟ ଫିଚର୍-ଆଧାରିତ ଆପ୍ କେବଳ ପରିଚାଳନା ଓ ଶିକ୍ଷକମାନଙ୍କ ପାଇଁ ନୁହେଁ, ବରଂ ପିତାମାତାଙ୍କୁ ମଧ୍ୟ ସାହାଯ୍ୟ କରିଥାଏ । ବିଦ୍ୟାର୍ଥୀମାନଙ୍କ ପ୍ରଗତି ବୃଦ୍ଧି ପାଇବା ସହ ଅନାଗ୍ରହ ସ୍ତର ହ୍ରାସ ପାଇଛି, ଯାହା ଏହି ଆପ୍ର ଆଉ ଏକ ସକାରାତ୍ମକ ଦିଗ ଅଟେ ।"
"ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଲାଗି ଏହା ହେଉଛି ସର୍ବୋତ୍ତମ, ଶକ୍ତିଶାଳୀ ଓ ଉପଯୁକ୍ତ ଆପ୍ । କେବଳ ସେତିକି ନୁହେଁ, ଏହା ଆକର୍ଷଣୀୟ ଭିଡିଓ, 3D ଇମେଜ୍ ଓ NEP 2020 କୁ ଅନୁସରଣ କରୁଥିବା ପ୍ରଶ୍ନର ଗନ୍ତାଘର ଅଟେ । ବର୍ତ୍ତମାନ ଆମ ବିଦ୍ୟାଳୟ ବିଦ୍ୟାର୍ଥୀମାନଙ୍କ ସହିତ ଏକ ଉତ୍ତମ, ଫଳପ୍ରଦ ଓ ନିରନ୍ତର ଇଣ୍ଟରାକ୍ସନ୍ ପୂର୍ବକ ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ଆଗେଇଚାଲିଛି ।"
"ଆମେ ଖୁସୀର ସହ ଘୋଷଣା କରୁଛୁ ଯେ ଆମର ଡେ-ବୋର୍ଡିଂ ବିଦ୍ୟାର୍ଥୀମାନଙ୍କ ପାଇଁ ଆମେ Embibe ପ୍ଲାଟଫର୍ମ ଆଣିଛୁ । ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ଏହା ଏକ ଉତ୍କୃଷ୍ଟ ଶିକ୍ଷଣ ପ୍ଲାଟଫର୍ମ । ଏହା 3D ଅଡିଓ-ଭିଜୁଆଲ୍ ଜରିଆରେ ପ୍ରତ୍ୟେକ ବିଷୟ ପାଇଁ ସମ୍ପୂର୍ଣ୍ଣ ଏକାଡେମିକ୍ ଜ୍ଞାନ ପ୍ରଦାନ କରେ । ଯେଉଁଥିରେ ଆତ୍ମ-ମୂଲ୍ୟାୟନ ଟେଷ୍ଟ, ଅଧ୍ୟୟନ ସାମଗ୍ରୀ ଏବଂ ବିଦ୍ୟାର୍ଥୀମାନଙ୍କର ରିୟଲ୍-ଟାଇମ୍ କାର୍ଯ୍ୟଦକ୍ଷତା ବିଶ୍ଳେଷଣ ସେମାନଙ୍କ ଶିକ୍ଷକ ଓ ଅଭିଭାବକମାନଙ୍କ ପାଇଁ ତଦାରଖ ଲାଗି ଉପଲବ୍ଧ ଥାଏ ।"
"ଆମ ପସନ୍ଦର ପୁସ୍ତକରୁ ଡିଜିଟାଲ୍ ବିଷୟବସ୍ତୁର ଅନୁଭବ କରି ଆମେ ଆନନ୍ଦିତ । Embibe କ୍ରିଏଟ୍ ଫିଚର୍ ପ୍ରଦାନ କରି ଶିକ୍ଷାଦାନ ଏବଂ ଶିକ୍ଷଣକୁ ନୂଆ ବ୍ୟାଖ୍ୟା ପ୍ରଦାନ କରିଛି ଯାହା ଶିକ୍ଷକମାନଙ୍କୁ ଆନିମେସନ୍, ଭିଡିଓ, 3D ଇମେଜ୍, ପ୍ରଶ୍ନ, ଏବଂ ଅନ୍ୟାନ୍ୟ ସୁବିଧା ଦେଇ ଉଚ୍ଚମାନର ଆକର୍ଷଣୀୟ ଲେସନ୍ ପ୍ଲାନ୍ ପ୍ରସ୍ତୁତ କରିବାକୁ ସୁଯୋଗ ଦେଇଥାଏ ।"
"ଆମେ Embibe ଟିଚର୍ ପ୍ଲାଟଫର୍ମର ଟିଚ୍, ଆସାଇନ୍ ଓ ଟ୍ରାକ୍ ଫିଚର୍କୁ ବେଶ୍ ପସନ୍ଦ କରୁଛୁ । ପ୍ୟାରେଣ୍ଟ୍ ଆପ୍ରେ ଥିବା ଟ୍ରାକ୍ ଫିଚର୍ ପ୍ରକୃତରେ ପିଲାମାନଙ୍କ ଉପରେ ନଜର ରଖିବା ପାଇଁ ପିତାମାତାମାନଙ୍କ ପାଇଁ ବେଶ୍ ଉପଯୋଗୀ ଅଟେ । ଭବିଷ୍ୟତରେ ଆମେ ଏପରି ଆକର୍ଷଣୀୟ ସେସନ୍ ଏବଂ ଆପଣଙ୍କ ପ୍ରଡକ୍ଟ୍କୁ ଆମ ବିଦ୍ୟାଳୟରେ ଲାଇଭ୍ କରିବାକୁ ଅପେକ୍ଷା କରିଛୁ ।"